ସମ୍ବନ୍ଧିତ ଖବର
News18 Local
**କଟକ:**ଆମ ସଂସ୍କୃତିରେ ଦୀପର ପର୍ବ ଦୀପାବଳୀ। କାର୍ତ୍ତିକ ମାସର ଅମାବାସ୍ଯାକୁ ଦୀପାବଳୀ ଅମାବାସ୍ଯା କୁହାଯାଏ। କେହି କେହି ଏହାକୁ ଆଲୋକର ପର୍ବ କୁହନ୍ତି । ଉତ୍ତର ଭାରତରେ ଏହାକୁ ଲକ୍ଷ୍ମୀଙ୍କ ଜନ୍ମୋତ୍ସଵ ଭାବେ ପାଳନ କରାଯାଏ କିନ୍ତୁ ପୂର୍ବ ଭାରତରେ ଏହିଦିନ କାଳୀପୂଜା କରାଯାଏ। କିମ୍ବଦନ୍ତୀ ଅନୁଯାୟୀ, ଏହି ଦିନ ଭଗବାନ ରାମ ୧୪ ବର୍ଷ ବନବାସ ପରେ ତାଙ୍କ ମାତା ସୀତା ଓ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟାକୁ ଫେରିଥିଲେ । ଏହି ଆନନ୍ଦରେ ଅଯୋଧ୍ୟାବାସୀ ସମଗ୍ର ସହରକୁ ଆଲୋକରେ ସଜାଇଲେ । ସେବେଠାରୁ ଦୀପାବଳି ପର୍ବ ପାଳନ କରିବା ଏକ ପରମ୍ପରାରେ ପରିଣତ ହୋଇଛି ।ଦୀପାବଳି ପର୍ବ ପୂର୍ବରୁ ଲୋକମାନେ ନିଜ ଘରକୁ ସଫା କରି ସଜାନ୍ତି ।
ଶ୍ରୀମନ୍ଦିରରେ କେଉଁ ଜଳରେ ସ୍ନାନ କଲେ କଟେ ବନ୍ଧ୍ୟା ଦୋଷ
କୁହାଯାଏ ଏହି ଦିନ ଲକ୍ଷ୍ମୀଙ୍କ କୃପା ହାସଲ କରିପା ପାଇଁ ମା’ଙ୍କ ଆରାଧନା କରିବା ସହ କିଛି ସାମଗ୍ରୀ ସ୍ଥାପନ କରନ୍ତି । ଯାହା ଦ୍ବାରା ଲୋକଙ୍କ ଆର୍ଥିକ ଅବସ୍ଥା ସୁଧୁରିବା ସହିତ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ
- First Published :