ଦୀପାବଳିରେ ଘରକୁ ଆଣନ୍ତୁ , ରୋକି ପାରିବେନାହିଁ ଧନବର୍ଷା ! – News18 ଓଡିଆ

 

News18 Local

**କଟକ:**ଆମ ସଂସ୍କୃତିରେ ଦୀପର ପର୍ବ ଦୀପାବଳୀ। କାର୍ତ୍ତିକ ମାସର ଅମାବାସ୍ଯାକୁ ଦୀପାବଳୀ ଅମାବାସ୍ଯା କୁହାଯାଏ। କେହି କେହି ଏହାକୁ ଆଲୋକର ପର୍ବ କୁହନ୍ତି । ଉତ୍ତର ଭାରତରେ ଏହାକୁ ଲକ୍ଷ୍ମୀଙ୍କ ଜନ୍ମୋତ୍ସଵ ଭାବେ ପାଳନ କରାଯାଏ କିନ୍ତୁ ପୂର୍ବ ଭାରତରେ ଏହିଦିନ କାଳୀପୂଜା କରାଯାଏ। କିମ୍ବଦନ୍ତୀ ଅନୁଯାୟୀ, ଏହି ଦିନ ଭଗବାନ ରାମ ୧୪ ବର୍ଷ ବନବାସ ପରେ ତାଙ୍କ ମାତା ସୀତା ଓ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟାକୁ ଫେରିଥିଲେ । ଏହି ଆନନ୍ଦରେ ଅଯୋଧ୍ୟାବାସୀ ସମଗ୍ର ସହରକୁ ଆଲୋକରେ ସଜାଇଲେ । ସେବେଠାରୁ ଦୀପାବଳି ପର୍ବ ପାଳନ କରିବା ଏକ ପରମ୍ପରାରେ ପରିଣତ ହୋଇଛି ।ଦୀପାବଳି ପର୍ବ ପୂର୍ବରୁ ଲୋକମାନେ ନିଜ ଘରକୁ ସଫା କରି ସଜାନ୍ତି ।

ଶ୍ରୀମନ୍ଦିରରେ କେଉଁ ଜଳରେ ସ୍ନାନ କଲେ କଟେ ବନ୍ଧ୍ୟା ଦୋଷ

ଶ୍ରୀମନ୍ଦିରରେ କେଉଁ ଜଳରେ ସ୍ନାନ କଲେ କଟେ ବନ୍ଧ୍ୟା ଦୋଷ

କୁହାଯାଏ ଏହି ଦିନ ଲକ୍ଷ୍ମୀଙ୍କ କୃପା ହାସଲ କରିପା ପାଇଁ ମା’ଙ୍କ ଆରାଧନା କରିବା ସହ କିଛି ସାମଗ୍ରୀ ସ୍ଥାପନ କରନ୍ତି । ଯାହା ଦ୍ବାରା  ଲୋକଙ୍କ  ଆର୍ଥିକ ଅବସ୍ଥା ସୁଧୁରିବା ସହିତ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Leave a Comment