ସମ୍ବନ୍ଧିତ ଖବର
News18 Local
**କଟକ:**ଭାରତୀୟ ସଂସ୍କୃତିରେ ଆୟୁର୍ବେଦର ବହୁତ ମହତ୍ଵ ରହିଛି । କାରଣ ଆୟୁର୍ବେଦ ଦ୍ବାରା ବହୁତ ପୁରୁଣା ରୋଗର ଚିକିତ୍ସା ହୋଇଥାଏ । ଯାହା ଦ୍ଵାରା ମଣିଷ ସୁସ୍ଥ ହେବା ସହ ନୂଆ ଜୀବନ ପାଇଥାଏ । ଅନ୍ୟ ସବୁ ଔଷଧ ଖାଇବା ଦ୍ଵାରା ମଣିଷର ଗୋଟେ ରୋଗ ଭଲ ହେଲେ ଅନ୍ୟ ଦୁଇଟି ରୋଗ ବାହାରି ହେଇ ଯାଉଛି କିନ୍ତୁ ଆୟୁର୍ବେଦରେ ଏମିତି କିଛି ନଥାଏ ଓ ଆୟୁର୍ବେଦ ଔଷଧ ପୂର୍ଣ୍ଣ ରୂପରେ ପ୍ରାକୃତିକ ହୋଇଥାଏ ।
Vastu Tips: ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ, ପ୍ରସନ୍ନ ହେବେ ଦେବୀ; ବର୍ଷିବ ଧନ!
ଆୟୁର୍ବେଦରେ କେବଳ ଅସାଧ୍ୟ ରୋଗ ଭଲ ହୁଏ ତା ନୁହେଁ ଏହା ପୁର୍ଣ୍ଣ ରୂପେ ସୁରକ୍ଷିତ ଅଟେ । କିଛି ଥର କିଛି ବଡ ରୋଗରେ ଏଲୋପାଥୀ ଔଷଧ କାମ କରି ନଥାଏ ତେବେ ତାହାର ସମାଧାନ ଆୟୁର୍ବେଦରେ ମିଳିଥାଏ ।
ତେବେ କର୍କଟ ଏକ ଗମ୍ଭୀର ଏବଂ ଭୟାନକ ରୋଗ ବୋଲି ବିବେଚନା କରାଯାଏ । ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ଭୟ ରହିଥିବାବେଳେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ ।
ଗୁପଚୁପ୍ ଖାଉଛନ୍ତି କି? ସାଂଘାତିକ ରୋଗକୁ ଡାକି ଆଣୁଛନ୍ତି
ଏହି କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଉତ୍କଟ ରୂପ ଧାରଣ କରିଥିବାବେଳେ କ୍ୟାନ୍ସର ରୋଗ ଭଲ ହେବା ପରେ ମୁହଁର ଚମକ ଆଗ ଭଳି ନଥାଏ । ଏହା ପାଇଁ ଆୟୁର୍ବେଦ ଔଷଧ ଭଲ କାମ ଦେଇଥାଏ । ଏହା ଘି କୁଆଁରି ଓ ଚନ୍ଦନ ତେଲରେ ପ୍ରସ୍ତୁତ ହୋଇଛି । ଏହାକୁ ଚର୍ମରେ ଲଗେଇଲେ ଧୀରେ ଧୀରେ ତ୍ବଚାରେ ପଡିଥିବା କଳା ଦାଗ ଦୂର ହେବା ସହିତ ମୁହଁରେ ଚମକ ଫେରିଥାଏ । କ୍ୟାନ୍ସର ପରେ ମୁହଁରେ କୌଣସି ଦାଗ ଯଦି ରୁହେ ତେବେ ଆପଣ ଏହି ଆୟୁର୍ବେଦିକ ଔଷଧକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ସୁରକ୍ଷିତ ମଧ୍ୟ ରହିଥାଏ । (ରିର୍ପୋଟ: ସରୋଜ ବାରିକ)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ
- First Published :