ମୁହଁରେ ଚମକ ଆଣିବାକୁ ଚାହୁଁଛନ୍ତି, ଲଗାନ୍ତୁ ଏହି ଆୟୁର୍ବେଦିକ ଔଷଧ !

ସମ୍ବନ୍ଧିତ ଖବର

News18 Local

**କଟକ:**ଭାରତୀୟ ସଂସ୍କୃତିରେ ଆୟୁର୍ବେଦର ବହୁତ ମହତ୍ଵ ରହିଛି । କାରଣ ଆୟୁର୍ବେଦ ଦ୍ବାରା ବହୁତ ପୁରୁଣା ରୋଗର ଚିକିତ୍ସା ହୋଇଥାଏ । ଯାହା ଦ୍ଵାରା ମଣିଷ ସୁସ୍ଥ ହେବା ସହ ନୂଆ ଜୀବନ ପାଇଥାଏ । ଅନ୍ୟ ସବୁ  ଔଷଧ ଖାଇବା ଦ୍ଵାରା ମଣିଷର ଗୋଟେ ରୋଗ ଭଲ ହେଲେ ଅନ୍ୟ ଦୁଇଟି ରୋଗ ବାହାରି ହେଇ ଯାଉଛି କିନ୍ତୁ ଆୟୁର୍ବେଦରେ ଏମିତି କିଛି ନଥାଏ ଓ ଆୟୁର୍ବେଦ ଔଷଧ ପୂର୍ଣ୍ଣ ରୂପରେ ପ୍ରାକୃତିକ ହୋଇଥାଏ ।

Vastu Tips: ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ, ପ୍ରସନ୍ନ ହେବେ ଦେବୀ; ବର୍ଷିବ ଧନ!

ଆୟୁର୍ବେଦରେ କେବଳ ଅସାଧ୍ୟ ରୋଗ ଭଲ ହୁଏ ତା ନୁହେଁ ଏହା ପୁର୍ଣ୍ଣ ରୂପେ ସୁରକ୍ଷିତ ଅଟେ । କିଛି ଥର କିଛି ବଡ ରୋଗରେ ଏଲୋପାଥୀ ଔଷଧ କାମ କରି ନଥାଏ ତେବେ ତାହାର ସମାଧାନ ଆୟୁର୍ବେଦରେ ମିଳିଥାଏ ।
ତେବେ କର୍କଟ ଏକ ଗମ୍ଭୀର ଏବଂ ଭୟାନକ ରୋଗ ବୋଲି ବିବେଚନା କରାଯାଏ ।  ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ଭୟ ରହିଥିବାବେଳେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ ।

ଗୁପଚୁପ୍‌ ଖାଉଛନ୍ତି କି? ସାଂଘାତିକ ରୋଗକୁ ଡାକି ଆଣୁଛନ୍ତି

ଗୁପଚୁପ୍‌ ଖାଉଛନ୍ତି କି? ସାଂଘାତିକ ରୋଗକୁ ଡାକି ଆଣୁଛନ୍ତି

ଏହି କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଉତ୍କଟ ରୂପ ଧାରଣ କରିଥିବାବେଳେ କ୍ୟାନ୍ସର ରୋଗ ଭଲ ହେବା ପରେ ମୁହଁର ଚମକ ଆଗ ଭଳି ନଥାଏ । ଏହା ପାଇଁ ଆୟୁର୍ବେଦ ଔଷଧ ଭଲ କାମ ଦେଇଥାଏ । ଏହା ଘି କୁଆଁରି ଓ ଚନ୍ଦନ ତେଲରେ ପ୍ରସ୍ତୁତ ହୋଇଛି । ଏହାକୁ ଚର୍ମରେ ଲଗେଇଲେ ଧୀରେ ଧୀରେ ତ୍ବଚାରେ ପଡିଥିବା କଳା ଦାଗ ଦୂର ହେବା ସହିତ ମୁହଁରେ ଚମକ ଫେରିଥାଏ । କ୍ୟାନ୍ସର ପରେ ମୁହଁରେ କୌଣସି ଦାଗ ଯଦି ରୁହେ ତେବେ ଆପଣ ଏହି ଆୟୁର୍ବେଦିକ ଔଷଧକୁ ବ୍ୟବହାର କରନ୍ତୁ  । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ସୁରକ୍ଷିତ ମଧ୍ୟ ରହିଥାଏ  । (ରିର୍ପୋଟ: ସରୋଜ ବାରିକ)

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Leave a Comment