ଗ୍ୟାରେଣ୍ଟି ସହ ମିଳୁଛି ଏଠାରେ ଗହଣା, କଲର୍ର ଛାଡିଲେ ଟଙ୍କା ଫେରସ୍ତ !

 

News18 Local

କଟକ:  ଝିଅ ହୁଅନ୍ତୁ ବା ବିବାହିତା ନାରୀ  ନିଜକୁ ସଜେଇବାକୁ ବହୁତ ଭଲପାଆନ୍ତି । ନାରୀଟି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଭିନ୍ନ ଭିନ୍ନ ରକମର ଅଳଙ୍କାର ଧାରଣ କରି ଥାଏ l ସେଥିପାଇଁ ଘରୁ ବାହାରିଲେ ନିଜ ହାତରେ ଚୁଡ଼ି, ହାର, କାନ ଫୁଲ ଭଳି ଅନେକ ଗହଣାରେ ନିଜକୁ ସଜେଇ ଦେଇଥାଆନ୍ତି । ବର୍ତ୍ତମାନ ସବୁ କିଛି ମହଙ୍ଗା ହେବାର ଲାଗିଛି ।  ହେଲେ କିଛି ଦୋକାନ ଏଭଳି  ରହିଛି ଯେଉଁ ମାନେ ତାଙ୍କ ଗ୍ରାହକଙ୍କୁ ବହୁ କମ୍ ଦରରେ ବିଭିନ୍ନ ପ୍ରକାରର ଇମିଟେସନ୍ ସାମଗ୍ରୀ ଯୋଗାଇ ଦେଉଛନ୍ତି ।

Dried Fish: ଲୁଣି ଅଲଣି ଠାରୁ ଆରମ୍ଭ କରି ୧୦୦ରୁ ଉର୍ଦ୍ଧ ପ୍ରଜାତିର ମିଳୁଛି ଶୁଖୁଆ, ଜମୁଛି ଭିଡ

ଏହାସହ ଆକର୍ଷୀୟ ସାମଗ୍ରୀ ଉପରେ ଏଭଳି ଅଫର ରଖୁଛନ୍ତି ଯାହାକୁ ଥରେ ଦେଖିଲା ମାତ୍ରେ ଘରକୁ କିଣି ନେବେ । ଦର୍ଶକବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଦେଖାଇବୁ କିଭଳି  ଅବିକଳ ସୁନାର ତାରକସି କାମର ଜୁଏଲାରୀ ଆପଣଙ୍କୁ ଏଠାରେ ଶସ୍ତାରେ ମିଳିବ । ଏଠାରେ  ମିଳୁଥିବା ଏହି ଅଳଙ୍କାର ଉପରେ ଗ୍ୟାରେଣ୍ଟି ମଧ୍ୟ ଦିଆଯାଏ । ଚୁଡ଼ି, ହାର, ମୁଦି ବର୍ଷ ବର୍ଷ ସୁନା ପରି ଚକ ଚକ କରିଥାଏ ।

ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ? କଣ ରହିଛି ମାନ୍ୟତା

ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ? କଣ ରହିଛି ମାନ୍ୟତା

ପ୍ରତିଟି ହାରରେ ଏକ ଗ୍ରାମର ଅରିଜିନାଲ ସୁନା ଦିଆଯାଇଥାଏ । ଏହି ଦୋକାନଟି  କଟକ ସହରର ଦୋଳମୁଣ୍ଡେଇରେ ଅବସ୍ଥିତ।ଏଠାରେ ଆପଣ ୫୦୦ ଟଙ୍କାର ଚୁଡ଼ିକୁ ୫୦ ଟଙ୍କାରେ ଦେଇ ପାଇପାରିବେ। ଏହି ମହାଙ୍ଗା ଦୁନିଆଁରେ ଯଦି ଶସ୍ତା ରେ ଗହଣା କିଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଓ କିଣନ୍ତୁ l (ରିର୍ପୋଟ:ସରୋଜ ବାରିକ)

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

  • First Published :

Leave a Comment