ରକ୍ତଦାନ ଶିବିର

ଆସନ୍ତା ତା ୦୧। ୦୫ । ୨୦୨୪ ରିଖ ସାଲେପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଅନୁଷ୍ଠିତ ହେବ। ଏହି ରକ୍ତଦାନ ଶିବିରରେ ସାଲେପୁର ଷ୍ଟେଟ ବ୍ୟାଙ୍କ ଶାଖା , ମାଛୁଆତି ବଜାର କମିଟି ଓ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ପରିଚାଳନା ସଂଘ କଟକ ତରଫରୁ ସର୍ବ ସାଧାରଣରେ ଅନୁରୋଧ କରାଯାଇଛି ସ୍ଵେଚ୍ଛାକୃତ ଭାବରେ ଜନ  ସାଧାରଣ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଏହି ରକ୍ତ ଦାନ ଭଳି ପବିତ୍ର କାର୍ଯ୍ୟରେ ଯୋଗଦାନ କରିବେ ।

Leave a Comment