ରାମ ମନ୍ଦିର ପ୍ରତିଷ୍ଠା ପାଇଁ ନମନ୍ତ୍ରଣ ପତ୍ର ଅକ୍ଷତ ବଣ୍ଟନ

ଗତ  ତା ୬/୦୧ /୨୦୨୪ ରିଖ ସାଲେପୁର ଶିଶୁମନ୍ଦିର ପ୍ରାଙ୍ଗଣରୁ  ଶଶୁ ମନ୍ଦିର ଗୁରୁଜୀ ଏବଂ ଗୁରୁମାଆ ନିଜକୁ ପ୍ରଭୁ ଶ୍ରୀ ରାମଙ୍କ କାର୍ଯ୍ୟରେ ନିଜକୁ ସାମିଲ କରି ପରିବାର ସମ୍ପର୍କ ସହିତ ଅଯୋଧ୍ୟା ଅବଧୀ ପୁରୀରୁ ଆସିଥିବା ନିମନ୍ତ୍ରଣ ଅକ୍ଷତ ବଣ୍ଟନ ସହିତ ରାମଙ୍କ ମନ୍ଦିର ପ୍ରତିଷ୍ଠା ଦିନ କଭଳି ଶ୍ରଦ୍ଧା ପୂର୍ବକ ପାଳନ କରିବେ ସେ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟ ପାଇଁ  କଟକ ବିଭାଗ ମାନନୀୟ ସଂଘଚାଳକ ଡ। ଗୌତ୍ତମ ମହାରଣା ମାର୍ଗ ଦର୍ଶନ କରାଇଥିଲେ। ବିଦ୍ୟାଳୟର ପ୍ରଧାନ ଗୁରଜୀ  ଶଂକର୍ଷଣ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଗୁରଜୀ ଗୁରୁମା ଆଗ୍ରହର ସହିତ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକୁ ଜିଲ୍ଲା କାର୍ଯ୍ୟବାହୀ ଲଳିତମୋହନ ପ୍ରଧାନ ଓ ପଞ୍ଚାୟତ ସଂଯୋଜକ ଅମରେଶ ବଳବାନ୍ତରାୟ ପରିଚାଳନା କରିଥଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ ମହାନ୍ତି, ରଶ୍ମୀରଞ୍ଜନ ପରିଡା, ଅବିନାଶ କର ସହଯୋଗ କରିଥିଲେ।

Leave a Comment

Recent Post

Live Cricket Update